Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ

Odisha

ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ

Ritu Das
Browse all articles by Ritu Das
·1 year ago
ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ

ରଥଯାତ୍ରା ପାଇଁ ପ୍ରଥମ ଜିଲ୍ଲାସ୍ତରୀୟ ବୈଠକ ଶେଷ ।ସମସ୍ତ ବିଭାଗକୁ ପ୍ରସ୍ତୁତି ପ୍ରାରମ୍ଭ କରିବାକୁ ନିର୍ଦ୍ଦେଶ। ବିଭିନ୍ନ ବିଭାଗକୁ ନେଇ ଫର୍ମେସନ ହୋଇଛି ଯୁଗ୍ମ ଟିମ। ଗତବର୍ଷ ଭଳି ପ୍ରସ୍ତୁତ ରହିବ ଏକକ ଆପସମସ୍ତ ବିଭାଗକୁ ର ଆସେଟ କୁ ଆପ ରେ ଲିଙ୍କ କରାଯିବ।


ନିକଟସ୍ଥ ହସ୍ପିଟାଲ,ନିକଟସ୍ଥ ୱାଟର ପ୍ଏଣ୍ଟ,ନିକଟସ୍ଥ ଲଷ୍ଟ ଆଣ୍ଡ ଫାଉଣ୍ଡ ପଏଣ୍ଟ ଇତ୍ୟାଦି ବିଷୟରେ ଆପ ରେ ଯଥାସମ୍ଭବ ଡାଟା ଫିଡ ହେବ। ତ୍ୱରିତ ସୂଚନା ପାଇପାରିବେ ଆଗନ୍ତୁକ। ବିଭିନ୍ନ ବିଭାଗର ବିଭିନ୍ନ ପ୍ରସ୍ତୁତି କୁ ଜାଣିବା ସହ ଠିକ୍ ସମୟରେ ବ୍ୟବହାର କରିପାରିବେ ଶ୍ରଦ୍ଧାଳୁ ଓ ଭକ୍ତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
First district-level meeting for Rath Yatra concludes | Argus News