Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Update / ଆରମ୍ଭ ହେଲା ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

Rashmita Mishra
Browse all articles by Rashmita Mishra
·10 months ago·1 min read
ଆରମ୍ଭ ହେଲା ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

Key Points

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ
ଆରମ୍ଭ ହେଲା ନୂତନ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ
ଗଜପତି ମହାରାଜ ଦିବ୍ୟସିଂହ ଦେବ କରୁଛନ୍ତି ଅଧ୍ୟକ୍ଷତା
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଶ୍ରୀମନ୍ଦିର ସୁରକ୍ଷା ସମ୍ପର୍କରେ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ବୈଠକ। ବୈଠକ ଆରମ୍ଭରୁ ନୂତନ ସଦସ୍ୟଙ୍କୁ କରାଗଲା ସ୍ୱାଗତ। ବୈଠକରେ ବିଭିନ୍ନ ସବକମିଟି ଗଠନ କରାଯିବ। ଗତକାଲି ଛତିଶାନିଯୋଗରେ ହୋଇଥିବା ଚନ୍ଦ୍ର ଗ୍ରହଣ ନୀତିନିର୍ଘଣ୍ଟକୁ ମରାଯିବ ମୋହର।

ନାଟମଣ୍ଡପରେ ଧାଡି ଦର୍ଶନ ବ୍ୟବସ୍ଥା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ,ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ, ଦିବ୍ୟାଙ୍ଗ ମାନଙ୍କ ରାମ୍ପ ଯୋଗେ ଶ୍ରୀମନ୍ଦିର ପ୍ରବେଶ ଉପରେ ଆଲୋଚନା,ଶ୍ରୀମନ୍ଦିର ସମ୍ପର୍କୀତ ଶବ୍ଦାବଳୀର ପେଟେଣ୍ଟ କରାଯିବା ନେଇ ଆଲୋଚନା,ରତ୍ନ ଅଳଙ୍କାର ଗଣତିମଣତି ନେଇ ଆଲୋଚନା,ଅଦିନିଆ ରଥଯାତ୍ରା ପ୍ରସଙ୍ଗ,ଦୀଘା ଜଗନ୍ନାଥ ଧାମ୍ ପ୍ରସଙ୍ଗ, ଶ୍ରୀମନ୍ଦିର ଭିତରେ ସ୍ତନ୍ୟପାନ ଗୃହ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା ହେବ। ବୈଠକରେ ପୁରୀ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ
ଅଧିକ ପଢନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Update | Argus News | Argus News