ମୃତ ଡାକ୍ତର ସରକାରୀ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର
·1 year ago

ଅର୍ଗସ ବ୍ୟୁରୋ: କାର ସହ ବସ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୫ ଡାକ୍ତର ମୃତ । କେରଳ କାଲାରକୋଡ୍ ଆଲାପୁଝା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ୫ ମୃତକ ଏକ ସରକାରୀ ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର । କାର୍ରେ ଥିବା ୬ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ବସ୍ରେ ଥିବା ୧୫ ଯାତ୍ରୀ ସମାନ୍ୟ ଆହତ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: