Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଘ ମହୁମାଛି ଆକ୍ରମଣରେ ୫ ମହିଳା ଶ୍ରମିକ ଆହତ

Ritu Das
Browse all articles by Ritu Das
·11 months ago
ବାଘ ମହୁମାଛି ଆକ୍ରମଣରେ ୫ ମହିଳା ଶ୍ରମିକ ଆହତ

Key Points

ବାଘ ମହୁମାଛି ଆକ୍ରମଣରେ ୫ ମହିଳା ଶ୍ରମିକ ଆହତ

ଅପରାହ୍ନ ୪ଟା ବେଳେ ମହିଳାମାନେ ମାଟି କାମ କରୁଥିବା ସମୟରେ

ହଠାତ ଆକ୍ରମଣ କରିଥିଲା ବାଘ ମହୁମାଛି

ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତ କାରିପାଙ୍ଗାରେ ବାଘ ମହୁମାଛି ଆକ୍ରମଣରେ ୫ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। ଆଜି ଅପରାହ୍ନ ୪ଟା ବେଳେ ମହିଳାମାନେ ମାଟି କାମ କରୁଥିବା ସମୟରେ ହଠାତ ବାଘ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା।


ପ୍ରାଣ ବିକଳରେ ମହିଳାମାନେ ଘଟଣା ସ୍ଥଳରୁ ଦୌଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ତାଙ୍କୁ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣା ପଡ଼ିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
five-female-workers-injured-in-tiger-bee-attack | Argus News