Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି

Swoyang prajna Mishra
Browse all articles by Swoyang prajna Mishra
·10 months ago
ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି

Key Points

ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି
ତିନି ହିନ୍ଦୀ ସିନେମା ସହ ଦମନ ଓ ଡେଲିଭେରୀ ବଏ ସିନେମାକୁ ମିଳିବ ପ୍ରତିପୁରଣ ରାଶି
ସିଟି/ଜିଏସଟି ଟ୍ୟାକ୍ସ ଯାହା ଆଦାୟ ହୋଇଛି ତାହା ପ୍ରଦାନ କରାଯିବ

ଓଡ଼ିଶାରେ ମୁକ୍ତିଲାଭ କରିଥିବା ପାଞ୍ଚଟି ସିନେମା ହେବ ଟାକ୍ସ ଫ୍ରି । ତିନି ହିନ୍ଦୀ ସିନେମା ସମେତ ଦମନ ଓ ଡେଲିଭେରୀ ବଏ ସିନେମାକୁ ମିଳିବ ପ୍ରତିପୁରଣ ରାଶି । ସିଟି/ଜିଏସଟି ଟ୍ୟାକ୍ସ ଯାହା ଆଦାୟ ହୋଇଛି ତାହା ପ୍ରଦାନ କରାଯିବ । ଏନେଇ ସିଟି ଜିଏସଟି କମିଶନର ଓ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।


ପାଞ୍ଚଟି ସିନେମା ମଧ୍ୟରେ ଓଡ଼ିଆ ଭାଷାରେ ନିର୍ମିତ ଦମନ ଓ ଡେଲିଭେରୀ ବଏ ରହିଛି । ଓଡ଼ିଶାରେ ସୁଟିଂ ହୋଇଥିବା ଚଳଚ୍ଚିତ୍ର ଜ୍ଵିଗାଟୋ, ଟ୍ୱେଲ୍ଥ ଫେଲ ଏବଂ ସାବରମତି ରିପୋର୍ଟକୁ ଫେରସ୍ତ ମିଳିବ ଟ୍ୟାକ୍ସ ଟଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Five films released in Odisha to be tax free | Argus News