Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କାଳ ହେଲା ଆମ୍ବ ଟାକୁଆ, ୨ ଜଣଙ୍କ ଗଲା ଜୀବନ

Odisha

କାଳ ହେଲା ଆମ୍ବ ଟାକୁଆ, ୨ ଜଣଙ୍କ ଗଲା ଜୀବନ

Sarbeswar Mohapatra
Browse all articles by Sarbeswar Mohapatra
·1 year ago
କାଳ ହେଲା ଆମ୍ବ ଟାକୁଆ, ୨ ଜଣଙ୍କ ଗଲା ଜୀବନ

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁରେ ଅଭାବନୀୟ ଘଟଣା । ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ବ୍ରାହ୍ମଣୀ ଗାଁ ସ୍ଵାସ୍ଥ୍ୟ କେନ୍ଦ୍ରରେ ଜଣେ ଓ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ଆଉ ଜଣେ ଯୁବତୀଙ୍କର ଗଲା ଜୀବନ । ସେପଟେ ୬ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ସେ କହିଛନ୍ତି DSP, MHU ଓ ସ୍ଥାନୀୟ ମେଡିକାଲ ଟିମ ରହିଛନ୍ତି । ଏହି ଘଟଣା Food Poisoning କିମ୍ବା ହଇଜା ଦ୍ବାରା ଘଟିଛି , ତାହା ଟିମ ଫେରି ରିପୋର୍ଟ ଦେବା ପରେ ସ୍ପଷ୍ଟ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 person Dead | Argus News