Videos
|
Odisha

ରାଜ୍ୟରେ କଟିବ ବିଦେଶୀଙ୍କ ରାସନକାର୍ଡ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟରେ କଟିବ  ବିଦେଶୀଙ୍କ ରାସନକାର୍ଡ

ଓଡ଼ିଶାରେ ରାସନ କାର୍ଡ ହାତେଇଛନ୍ତି ପାକିସ୍ଥାନୀ, ବାଲାଂଦେଶୀ,ମିଆଁମର ଓ ରୁହିଙ୍ଗିଆ । ଖୁବଶୀଘ୍ର ଏମାନଙ୍କୁ ଚିହ୍ନଟ କରି ନିଆଯିବ ଆକ୍ସନ୍ । ରାସନକାର୍ଡ କଟିବ ବିଦେଶୀଙ୍କ ରାସନ କାର୍ଡ । ରାସନ କାର୍ଡ ହାତେଇଥିବା ବିଦେଶୀକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲା ବିଭାଗ । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି. ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ନାଁ କାଟିବାକୁ କୁହାଯାଇଛି ।

ଓଡ଼ିଶାରେ ପାକିସ୍ଥାନୀ, ବାଲାଂ ଦେଶୀ ଏବଂ ମିଆଁମର ଲୋକ ହାତେଇଛନ୍ତି ରାସନ କାର୍ଡ। କଟିବ ବିଦେଶୀଙ୍କ ରାସନକାର୍ଡ। ଓଡିଶାକୁ ଅନୁ ପ୍ରବେଶ କରି ରାସନ କାର୍ଡ ହାତେଇଥିବା ବିଦେଶୀକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲା ବିଭାଗ। ପାକିସ୍ଥାନ, ବାଳାଂଦେଶ, ମିଆଁମାର ର ଅନେକ ବିଦେଶୀ ରାସନ କାର୍ଡ ହାତେଇଥିବା ଜଣା ପଡ଼ିଛି। ଯିଏ ବି ରାଜନୈତିକ ଚାପ କିମ୍ଭା ଅନ୍ୟ ଉପାୟରେ ରାସନ କାର୍ଡ ହାତେଇଛନ୍ତି ସେମାନଙ୍କୁ ଚିହ୍ନଟ କରି କାଟିବାକୁ କୁହାଯାଇଛି। ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ।

ବିଦେଶୀଙ୍କ ରାସନ କାର୍ଡ କଟିବ। ରାଜ୍ୟ ସାରା ସର୍ଭେ ପାଇଁ ଜିଲ୍ଲାପାଳଙ୍କୁ ଦିଆଯାଇଛି ନିର୍ଦେଶ। ଏମାନଙ୍କୁ ଖୋଜି ବାହାର କରି ରାସନ କାର୍ଡ ରଦ୍ଦ ହେବ। ପାକିସ୍ତାନ, ବଙ୍ଗଲାଦେଶ,ମିଆମର ରୁ ଅନେକ ବିଦେଶୀ ହାତେଇଛନ୍ତି ରାସନ କାର୍ଡ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
foreigners-snatch-ration-cards-in-odisha | Argus News