ମାଆ ଛେଉଣ୍ଡ ହାତୀ ଛୁଆକୁ ଚନ୍ଦକା ଆଣିଲା ବନ ବିଭାଗ
·1 year ago

ଅର୍ଗସ ବ୍ୟୁରୋ: ଚନ୍ଦକାକୁ ଆସିଲେ ୨ ହାତୀ ଛୁଆ । ମାଆ ଛେଉଣ୍ଡ ହାତୀ ଛୁଆକୁ ଚନ୍ଦକା ଆଣିଲା ବନ ବିଭାଗ । ସ୍ବତନ୍ତ୍ର ଗାଡ଼ି ଯୋଗେ କଳାହାଣ୍ଡିରୁ ମାସକର ଛୋଟ ହାତୀ ଛୁଆକୁ ଚନ୍ଦକା ଅଣାଯାଇଛି । କିଛି ଦିନ ତଳେ ବିଦ୍ୟୁତ ତାର ଲାଗି ମାଆ ହାତୀର ମୃତ୍ୟୁ ହୋଇଥିଲା । ସେହିପରି କେଉଁଝରରେ ହାତୀ ପଲରୁ ବାହାରି ଯାଇଥିବା ୪ ମାସର ହାତୀ ଛୁଆକୁ ବି ଚନ୍ଦକା କୁମାରଖୁଣ୍ଟି ଅଣା ଯାଇଛି । OUATର ଡାକ୍ତରୀ ଟିମ୍ ଦୁଇ ହାତୀର ଚିକିତ୍ସା କରୁଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: