Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ

Smruti Parija
Browse all articles by Smruti Parija
·2 years ago
ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ

ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ  ପ୍ରବୋଧ ତିର୍କୀ । ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ । ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ପ୍ରବୋଧ ତିର୍କୀ । ତେବେ ପ୍ରବୋଧଙ୍କୁ କଂଗ୍ରେସ ତଳସରା ଟିକେଟ ଦେଇ ଫେରାଇ ନେଇଥିଲା । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored