Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ହେଲା ପଲିଗ୍ରାଫ ଟେଷ୍ଟ 

Smruti Parija
Browse all articles by Smruti Parija
·1 year ago
ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ହେଲା ପଲିଗ୍ରାଫ ଟେଷ୍ଟ 

ଭୁବନେଶ୍ୱର: ଭରତପୁର ଥାନା ମାମଲା । ଗୁଜୁରାଟରୁ ଫେରିଲା କ୍ରାଇମବ୍ରାଞ୍ଚ । ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ହେଲା ପଲିଗ୍ରାଫ ଟେଷ୍ଟ ।  ଫରେନସିକ୍ ଟେଷ୍ଟ ସାରି ଗୁଜୁରାଟରୁ ଫେରିଲା କ୍ରାଇମବ୍ରାଞ୍ଚ ।  କ୍ରାଇମବ୍ରାଞ୍ଚ ଟିମ ସହ ଫେରିଲେ ଭରତପୁର ପୂର୍ବତନ ଥାନା ଅଧିକାରୀ ।


ପୂର୍ବତନ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ରଙ୍କର ହେଲା ପଲିଗ୍ରାଫ ଟେଷ୍ଟ । ଏଥି ସହିତ ବ୍ରେନ୍ ମ୍ୟାପିଙ୍ଗ୍ ଓ ନାରକୋ ଟେଷ୍ଟ ମଧ୍ୟ ହୋଇଛି । ପୂର୍ବରୁ ଅନ୍ୟ 4 ଜଣ ଭରତପୁର ଥାନା ଏସଆଇ ଓ ଏଏସଆଇଙ୍କର ପଲିଗ୍ରାଫ  ଟେଷ୍ଟ ସାରି ଫେରିଥିଲା କ୍ରାଇମବ୍ରାଞ୍ଚ୍ । ଗୁଜୁରାଟ ଗାନ୍ଧିନଗର ଫରେନସିକ୍ ଲ୍ୟାବ୍ ରେ ସମସ୍ତ ଟେଷ୍ଟ କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
former-police-official-dinakrushna-mihra-polygraph-test-have-conducted | Argus News