Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଡ଼ିଚାଳକ କରାଇବେ ମାଗଣାରେ ଆଖି ଟେଷ୍ଟ

Sangram Tripathy
Browse all articles by Sangram Tripathy
·1 year ago
ଗାଡ଼ିଚାଳକ କରାଇବେ ମାଗଣାରେ ଆଖି ଟେଷ୍ଟ

 

ଅର୍ଗସ ବ୍ୟୁରୋ: ଏନଏଚ୍ କଡରେ ମାଗଣାରେ ଚକ୍ଷୁ ପରୀକ୍ଷା କରିବେ ଗାଡ଼ିଚାଳକ।କଟକରେ ଗାଡ଼ିଚାଳକମାନଙ୍କର ମାଗଣା କରାଯିବ ଚକ୍ଷୁ ପରୀକ୍ଷା । ସିଲଭର ସିଟି କଟକରେ ଗାଡ଼ିଚାଳକମାନଙ୍କ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି ସରକାର ।  ରାଜ୍ୟରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ଏକ ପଦକ୍ଷେପ ନେଇଛି ପ୍ରଶାସନ  ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା  ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆବଶ୍ୟକ ସ୍ଥଳରେ ଗାଡ଼ି ଚାଳକମାନଙ୍କୁ ଚକ୍ଷୁ ଚିକିତ୍ସା ସହାୟତା ମଧ୍ୟ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଗାଡ଼ିଚାଳକ ଜୀବନ କିଭଳି ସୁରକ୍ଷିତ ରହିବ ସେ କ୍ଷେତ୍ରରେ ସରକାର ଗୁରୁତ୍ବ ଦେଉଛନ୍ତି। 

Sponsored
Free eye test will be done by the driver | Argus News