Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୋଦିଙ୍କ ଜନ୍ମଦିନଠାରୁ ଅକ୍ଟୋବର 2 ଯାଏଁ ସେବା ପକ୍ଷ ପାଳିବ ବିଜେପି 

Manini Pattanayak
Browse all articles by Manini Pattanayak
·1 year ago
ମୋଦିଙ୍କ ଜନ୍ମଦିନଠାରୁ ଅକ୍ଟୋବର 2 ଯାଏଁ ସେବା ପକ୍ଷ ପାଳିବ ବିଜେପି 

ଭୁବନେଶ୍ୱର:  17 ତାରିଖରୁ ବିଜେପିର ସେବା ପକ୍ଷ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନଠାରୁ ଅକ୍ଟୋବର 2 ଯାଏଁ ସେବା ପକ୍ଷ ପାଳିବ ବିଜେପି । ରକ୍ତଦାନ ଶିବିର, ସ୍ବାସ୍ଥ୍ୟ ଶିବିର, ପର୍ଯ୍ୟବରଣ ଓ ସ୍ବଚ୍ଛତା ଅଭିଯାନ ମଧ୍ୟ କରାଯିବ ।

ମନ୍ଦିର ଓ ବିଦ୍ୟାଳୟ, ଡାକ୍ତରଖାନା ଓ ପୁଷ୍କରିଣୀରେ ସଫେଇ କାର୍ଯ୍ୟ କରିବ ଦଳ । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବା ସହ ସେମାନଙ୍କୁ ଉତ୍ସାହିତ କରାଯିବ । କାର୍ଯ୍ୟକ୍ରମକୁ ସଫଳ କରିବା ପାଈଁ ରାଜ୍ୟ ସ୍ତରୀୟ କମିଟି ତିଆରି ହୋଇଛି । 

ଅଧିକ ପଢନ୍ତୁ ଭାରତ ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
From Prime Minister Modi's birthday till October 2, BJP will be celebration service pakhya | Argus News