Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୁଖ୍ୟମନ୍ତ୍ରୀଙ୍କୁ ଗ୍ୟାଙ୍ଗଷ୍ଟର ସକିଲର ନିବେଦନ

Odisha

ମୁଖ୍ୟମନ୍ତ୍ରୀଙ୍କୁ ଗ୍ୟାଙ୍ଗଷ୍ଟର ସକିଲର ନିବେଦନ

Rashmita Mishra
Browse all articles by Rashmita Mishra
·1 year ago
ମୁଖ୍ୟମନ୍ତ୍ରୀଙ୍କୁ ଗ୍ୟାଙ୍ଗଷ୍ଟର ସକିଲର ନିବେଦନ

ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଗ୍ୟାଙ୍ଗଷ୍ଟର ସକିଲର ନିବେଦନ । ନ୍ୟାୟ ଦେବାକୁ ନିବେଦନ କରିଛି ସକିଲ ।  ଏବେ ସେ କୌଣସି ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ନାହିଁ ବୋଲି ଜଣାଇଛି ସକିଲ । ଅପରାଧ ଛାଡ଼ି ଏବେ ସେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହୁଛି ବୋଲି ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି ଗ୍ୟାଙ୍ଗଷ୍ଟର ସକିଲ । ପୋଲିସ ତା ବିରୋଧରେ ମିଥ୍ୟା ମାମଲା ରୁଜୁ କରି ଏନକାଉଣ୍ଟର କରିବାକୁ ଚାହୁଁଛି ବୋଲି ସିଏମଙ୍କୁ ଜଣାଇଛି ଗ୍ୟାଙ୍ଗଷ୍ଟର ସକିଲ । 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Gangster lawyer's plea to Chief Minister | Argus News