୨୮ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ
·1 year ago

୨୮ ନାବାଳିକା ଓ ନାବାଳକ ଉଦ୍ଧାର। ଗଞ୍ଜାମ ପୋଲିସ ଦ୍ବାରା ୨୮ ନାବାଳିକା ଓ ନାବାଳକ ଉଦ୍ଧାର କରାଯାଇଛି। ଗଞ୍ଜାମର ବିଭିନ୍ନ ଥାନା ପକ୍ଷରୁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଉଦ୍ଧାର କରାଯାଇଛି। ଯେଉଁଥିରେ ୨୬ ନାବାଳିକା ଓ ୨ ଜଣ ନାବାଳକ ଅଛନ୍ତି। ଶିଶୁ ଅପହରଣ ଓ ନିଖୋଜ ଶିଶୁଙ୍କୁ ଠାବ କରି ଉଦ୍ଧାର କରିବା ଲାଗି ସ୍ପେଶାଲ ଡ୍ରାଇଭ୍ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: