ବରଗଡ଼ ଫରେଷ୍ଟ ରେଞ୍ଜ ଅଫିସରେ ଗଡ଼ବଡ଼
·1 year ago

ଅର୍ଗସ ବ୍ୟୁରୋ:ବରଗଡ଼ ଫରେଷ୍ଟ ରେଞ୍ଜ ଅଫିସରେ ଗଡ଼ବଡ଼। ସ୍ତ୍ରୀ କରୁଛନ୍ତି ଚାକିରି ସ୍ବାମୀ କରୁଛନ୍ତି କାମ। ବରଗଡ଼ ବନାଞ୍ଚଳ ରେଞ୍ଜରଙ୍କ କାର୍ଯ୍ୟାଳୟ ନା ପାରିବାରିକ ସମ୍ପତ୍ତି। ସ୍ତ୍ରୀ କରୁଛନ୍ତି ଚାକିରି ଅବାଧରେ ଅଫିସରେ ପଶି କମ୍ପ୍ୟୁଟର ଖୋଲି କାମ କରୁଛନ୍ତି ସ୍ବାମୀ। ଖବର ସଂଗ୍ରହ ପାଇଁ ଯାଇଥିବା ଅର୍ଗସ୍ ଟିମ୍ ଉପରକୁ ପଥର ମାଡ଼ ରେଞ୍ଜର କରିଥିବା ସୂଚନା ମିଳିଛି । ମିଛ ମାମଲା କରିବାକୁ ବି ଧମକ ଦେଇଛନ୍ତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: