Videos
|
Odisha

LPG Safety / ଗ୍ୟାସ ଟାଙ୍କି ଫାଟି ଜଣେ ନାବାଳିକାର ଚାଲିଯାଇଛି ଜୀବନ, ତିନି ଗୁରୁତର

Rashmita Mishra
Browse all articles by Rashmita Mishra
·57 mins ago
ଗ୍ୟାସ ଟାଙ୍କି ଫାଟି ଜଣେ ନାବାଳିକାର ଚାଲିଯାଇଛି ଜୀବନ, ତିନି ଗୁରୁତର
LPG Safety

Key Points

ଧର୍ମଶାଳାରେ ଗ୍ୟାସ ଟାଙ୍କି ଫାଟି ଜଣେ ନାବାଳିକା ମୃ*ତ, ୩ ଗୁରୁତର
ବ୍ରହ୍ମବରଦା ଥାନା ଆରାବଳ ଗାଁରେ ଅଘଟଣ 
ବ୍ରହ୍ମବରଦା ଥାନା ଆରାବଳ ଗାଁରେ ଅଘଟଣ... ଗ୍ୟାସ ଟାଙ୍କି ଫାଟି ଜଣେ ନାବାଳିକାର ଚାଲିଯାଇଛି ଜୀବନ, ତିନି ଜଣ ଗୁରୁତର, ବ୍ରାହ୍ମବରାଦ ଥାନା ଆରIବଳ ଗ୍ରାମରେ ଦୁର୍ଘଟଣା, ଚାଲିଯାଇଥୁବା ନାବାଳିକା ଝିଅର ନାଁ ହେଉଛି ମାମାଲି ମଳିକ, ଗୁରୁତ୍ତର ଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି I 
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: