Videos
|
Odisha

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

Swoyang prajna Mishra
Browse all articles by Swoyang prajna Mishra
·1 year ago
ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

ବାଲେଶ୍ବର ଚାନ୍ଦିପୁର ଲାଉପାଳଗଡିରେ ଏକ ଦୋକାନରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗ୍ୟାସ ଟାଙ୍କିରେ ନିଆଁ ଲାଗି ଭୟଙ୍କର ବିଷ୍ପୋରଣ । ବେଆଇନ୍ ଭାବରେ ଦୋକାନ ଗୃହରେ ରଖାଯାଇଥିଲା ଗ୍ୟାସ ସିଲିଣ୍ଡର । ଅଗ୍ନିକାଣ୍ଡ ଯୋଗୁଁ 3 ଟି ସିଲିଣ୍ଡର ବ୍ଲାଷ୍ଟ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Gas cylinder bursts, shop catches fire | Argus News