Videos
|
Odisha

ରାଜସ୍ବ ବିଭାଗ ଅଧିକାରୀଙ୍କୁ ସାର୍ଟିଫିକେଟ ଦେବେ ଜନ ସାଧାରଣ

Sangram Tripathy
Browse all articles by Sangram Tripathy
·1 year ago
ରାଜସ୍ବ ବିଭାଗ ଅଧିକାରୀଙ୍କୁ ସାର୍ଟିଫିକେଟ ଦେବେ ଜନ ସାଧାରଣ

ଅର୍ଗସ ବ୍ୟୁରୋ:କାମକୁ ମାର୍କ ଦେବେ ଜନତା। ରାଜସ୍ବ ବିଭାଗ ଅଧିକାରୀଙ୍କୁ ସାର୍ଟିଫିକେଟ ଦେବେ ଜନ ସାଧାରଣ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ଘୋଷଣା କରିଛନ୍ତି। ବିଭିନ୍ନ ବିଭାଗରେ ରହିଛି ସ୍ବତନ୍ତ୍ର ରେଜିଷ୍ଟର। ଅଧିକାରୀମାନଙ୍କ କାମ ଦେଖି ନମ୍ବର ଦେବେ ହିତାଧିକାରୀ ଫଳରେ  ରାଜସ୍ବ ବିଭାଗରେ କାମକରୁଥିବା ଅଧିକାରୀ ମାନେ ମଧ୍ୟ ନିଜ କାମକୁ ନେଇ ଅଧିକ ସଚେତନ ହୋଇପାରିବେ ଜନସାଧାରଣଙ୍କୁ ମଧ୍ୟ ଭଲଭାବେ ସେବା ଯୋଗାଇବେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
General public will issue the certificate to the revenue department officer | Argus News