Videos
|
Odisha

ଚାଷୀଙ୍କ ପାଇଁ ଖୁସି ଖବର: ବଢିଲା PMFBY ପଞ୍ଜୀକରଣ ଅବଧି

Rashmita Mishra
Browse all articles by Rashmita Mishra
·11 months ago
ଚାଷୀଙ୍କ ପାଇଁ ଖୁସି ଖବର: ବଢିଲା PMFBY ପଞ୍ଜୀକରଣ ଅବଧି

Key Points

ବଢିଲା PMFBY ପଞ୍ଜୀକରଣ ଅବଧି
ଚଳିତ ଖରିଫ୍‌ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଅବଧି ବୃଦ୍ଧି
ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢିଲା PMFBY ପଞ୍ଜୀକରଣ ଅବଧି

ବଢିଲା PMFBY ପଞ୍ଜୀକରଣ ଅବଧି । ଚଳିତ ଖରିଫ୍‌ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଅବଧି ବୃଦ୍ଧି । ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବଢିଲା PMFBY ପଞ୍ଜୀକରଣ ଅବଧି । ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ଅନୁମୋଦନ କରିଥିବା ସୂଚନା । ଉଭୟ ଋଣୀ ଓ ଅଣ-ଋଣୀ କୃଷକଙ୍କ ପାଇଁ ପଞ୍ଜୀକରଣ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଲେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Good News for Farmers: PMFBY Registration Period Extended | ArgusNews | Argus News