Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟାରେ ଅକ୍ସନ୍ ମୋଡରେ ସରକାର

Rashmita Mishra
Browse all articles by Rashmita Mishra
·1 year ago·1 min read
ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟାରେ ଅକ୍ସନ୍ ମୋଡରେ ସରକାର

Key Points

ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟାରେ ଅକ୍ସନ୍ ମୋଡରେ ସରକାର
ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସର୍ଭେ ଆରମ୍ଭ
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା
ବାଂଲାଦେଶୀ ଚିହ୍ନଟ ହେଲେ ନିଆଯିବ କାର୍ଯ୍ୟନୁଷ୍ଠାନ
ମନ୍ତ୍ରୀ କହିଲେ, ଫୋକସରେ ବସ୍ତି ଅଞ୍ଚଳ

ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟାରେ ଅକ୍ସନ୍ ମୋଡରେ ଗୃହ ଓ ନଗର ଉନ୍ନୟନ ବିଭାଗ । ବିଭାଗ ତରଫରୁ ସର୍ଭେ ଆରମ୍ଭ ହୋଉଛି, ଯେଉଁମାନେ ଚିହ୍ନଟ ହେବେ ସେମାନଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।


ବିଶେଷ କରି ସ୍ଲମ ଏରିଆକୁ ଫୋକସରେ ନେବା ସହ ଅନ୍ୟ ଏରିଆରେ ସର୍ଭେ ଆରମ୍ଭ ହୋଇଛି । ଚିହ୍ନଟ ହେଲେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କୁ ଫେରାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ବିଦେଶୀ ଲୋକ ଆମ ଅଞ୍ଚଳରେ ରହି ପାରିବେ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government-in-action-mode-in-bangladeshi-identification-process | Argus News