Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ekyc କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ

Rashmita Mishra
Browse all articles by Rashmita Mishra
·1 year ago
Ekyc କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ

ଅର୍ଗସ ବ୍ୟୁରୋ: Ekyc କରାଇବାକୁ ବାହାର ରାଜ୍ୟକୁ ଯିବେ ସରକାରୀ ଅଧିକାରୀ । ଜାନୁଆରୀ ୧୫ ତାରିଖ ସୁଦ୍ଧା ସରିବ Ekyc । ବୟସାଧିକ କାରଣରୁ ଯେଉଁ ମାନେ Ekyc କରିନାହାନ୍ତି ସେମାନଙ୍କ ପାଖକୁ ବିଭାଗୀୟ ଅଧିକାରୀ ଯାଇ Ekyc କରାଉଛନ୍ତି । ବିଭିନ୍ନ ରାଜ୍ୟରେ ଯେଉଁ ମାନେ Ekyc କରିନାହାନ୍ତି ସେମାନଙ୍କ ନିକଟକୁ ବି ଅଧିକାରୀ ଯିବାକୁ ନିର୍ଦ୍ଦେଶ ରହିଛି । ନିକଟରେ ଗୋଆରେ କିଛି ଲୋକଙ୍କ ପାଖରେ ପହଞ୍ଚି ସରକାର ଅଧିକାରୀ Ekyc କରାଇଛନ୍ତି । ଆଗକୁ ଅନ୍ୟ ରାଜ୍ୟରେ ଲୋକ ଯଦି ରହି ଯାଇଛନ୍ତି ଜଣାପଡ଼ିଲା ସେମାନଙ୍କ ନିକଟକୁ ଟିମ ଯିବ । ସମସ୍ତଙ୍କର Ekyc କରିବେ ସରକାର । ବର୍ତ୍ତମାନ ସୁଦ୍ଧା ୮୫ ପ୍ରତିଶତ Ekyc ସରିଛି । ୧୫ ତାରିଖ ସୁଦ୍ଧା ସରିବ Ekyc ସରିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ଲକ୍ଷ ହିତାଧୀକାରୀ Ekyc କରିନାହାନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
government-officials-will-go-to-foreign-states-to-get-ekyc-done | Argus News