Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୋଦିଙ୍କୁ ସ୍ଵାଗତ କରିବାକୁ ଭବ୍ୟ ଆୟୋଜନ

Odisha

ମୋଦିଙ୍କୁ ସ୍ଵାଗତ କରିବାକୁ ଭବ୍ୟ ଆୟୋଜନ

Rashmita Mishra
Browse all articles by Rashmita Mishra
·1 year ago
ମୋଦିଙ୍କୁ ସ୍ଵାଗତ କରିବାକୁ ଭବ୍ୟ ଆୟୋଜନ

ଅର୍ଗସ ବ୍ୟୁରୋ: ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦିଙ୍କୁ ସ୍ଵାଗତ କରିବାକୁ ଭବ୍ୟ ଆୟୋଜନ କରାଯାଇଛି । ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶାଖାପାଟଣାରେ ଏନଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ ସେଠାରୁ ଭୁବନେଶ୍ବର ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Grand preparations to welcome Modi | Argus News