ମହର୍ଷି କଲେଜରେ ଗୋଷ୍ଠୀ ସଂଘର୍ଷ; ଫାଟିଲା ଆସିଷ୍ଟାଣ୍ଟ ଲାଇବ୍ରେରୀଆନଙ୍କ ମୁଣ୍ଡ
·1 year ago

ଭୁବନେଶ୍ୱର: ମହର୍ଷି କଲେଜରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଫାଟିଲା ଆସିଷ୍ଟାଣ୍ଟ ଲାଇବ୍ରେରୀଆନଙ୍କ ମୁଣ୍ଡ । ଦୁଇ ଗୋଷ୍ଠୀ ଆକ୍ରମଣ ବେଳେ ଆସିଷ୍ଟାଣ୍ଟ ଲାଇବ୍ରେରୀଆନ ବୁଝେଇବାକୁ ଯାଇଥିଲେ । ବିୟର ବୋତଲ ମାଡ଼ରେ ଫାଟିଲା ଆସିଷ୍ଟାଣ୍ଟ ଲାଇବ୍ରେରୀଆନଙ୍କ ମୁଣ୍ଡ । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: