Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବନ୍ଧୁକ କାରଖାନା ଠାବ, ବ୍ୟବସାୟୀ ଗିରଫ

Odisha

ବନ୍ଧୁକ କାରଖାନା ଠାବ, ବ୍ୟବସାୟୀ ଗିରଫ

Banajyotshna Ray
Browse all articles by Banajyotshna Ray
·1 year ago
ବନ୍ଧୁକ କାରଖାନା ଠାବ, ବ୍ୟବସାୟୀ ଗିରଫ

Key Points

ବନ୍ଧୁକ କାରଖାନା ଠାବ

ବ୍ୟବସାୟୀ ଗିରଫ

ବନ୍ଧୁକ କାରଖାନା ଠାବ, ବ୍ୟବସାୟୀ ଗିରଫ । ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅଞ୍ଚଳରେ ଦେଶୀ ବନ୍ଧୁକ କାରଖାନା ଠାବ, ବନ୍ଧୁକ ବ୍ୟବସାୟୀ ଗିରଫ । ଗିରଫ ବ୍ୟବସାୟୀ ଅର୍କିଳୀ ପଞ୍ଚାୟତ ବେହେରାଭୂଇଁ ଗ୍ରାମର ରାଜନ୍ କିସାନ୍ । ରେଙ୍ଗାଳି ଥାନା ଅଧିକାରୀ ବିଷେଶ ସୂତ୍ରରୁ ଖବର ପାଇ ବନ୍ଧୁକ ତିଆରି କାରଖାନା ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ୫ଟି ବନ୍ଧୁକ ବ୍ୟାରେଲ୍ ସହ ଗୋଟିଏ ଟ୍ରିଗର ଓ ତିଆରି ହେଉଥିବା ମେସିନ୍ ଜବତ ହୋଇଛି । ରାଜନ୍ ଦେଶୀ ବନ୍ଧୁକ ତିଆରି କରି ଶିକାରୀ ମାନଙ୍କୁ ବିକ୍ରି କରୁଥିବା ସୂଚନା । ଘଟଣାର ଅଧିକ ତଦନ୍ତ ଚଳାଇଛି ରେଙ୍ଗାଲି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
gun-factory-busted-one-arrested | Argus News