Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ; ଯବାନ ସହିଦ

Odisha

ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ; ଯବାନ ସହିଦ

Smruti Parija
Browse all articles by Smruti Parija
·1 year ago
ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ; ଯବାନ ସହିଦ

ଅର୍ଗସ ବ୍ୟୁରୋ:  ଛତିଶଗଡ଼ରେ ପୁଣି ଏନକାଉଣ୍ଟର । ଆବୁଝମାଡ଼ ଅଞ୍ଚଳ ସୋନପୁର ଓ କୋହକମେଟା ସୀମାବର୍ତ୍ତୀ ଅଞ୍ଚଳରେ ଫାୟରିଂ । BSF ଓ DRG ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ । ଗୁଳିବିନିମୟ ବେଳେ DRG ଯବାନ ସହିଦ ହୋଇଛନ୍ତି । ଏନକାଉଣ୍ଟରରେ DRG ବାହିନୀର ପ୍ରଧାନ ଆରକ୍ଷକ ବିରେନ୍ଦ୍ର କୁମାର ସୋରି ସହିଦ ହୋଇଥିବା ସୂଚନା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gunfight between Maoists and soldiers; soldier martyred | Argus News