Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାହାକୁ ନ ଜଣାଇ ଶାଶୁଙ୍କ ମୃତଦେହ ମଶାଣି ନେଇଥିଲା ବୋହୂ

Odisha

କାହାକୁ ନ ଜଣାଇ ଶାଶୁଙ୍କ ମୃତଦେହ ମଶାଣି ନେଇଥିଲା ବୋହୂ

Smruti Parija
Browse all articles by Smruti Parija
·1 year ago
କାହାକୁ ନ ଜଣାଇ ଶାଶୁଙ୍କ ମୃତଦେହ ମଶାଣି ନେଇଥିଲା ବୋହୂ

ଭୁବନେଶ୍ୱର:  ଭୁବନେଶ୍ୱର ସତ୍ୟନଗରରୁ ଅଧା ପୋଡା ମୃତଦେହ ଉଦ୍ଧାର । ମୃତକ ହେଲେ ଅଶ୍ରୁକଣ ପ୍ରଧାନ । ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ହେଉଛନ୍ତି ଅଶ୍ରୁକଣା । କାହାକୁ ନ ଜଣାଇ ଶାଶୁଙ୍କ ମୃତଦେହକୁ ମଶାଣିକୁ ତାଙ୍କ ବୋହୂ ଦାହ ପାଇଁ ଆଣିଥିଲେ ।  

ସମ୍ପର୍କୀୟ ଜାଣିବା ପରେ ପୋଲିସକୁ ନେଇ ମସାଣିକୁ ଆସିଥିଲେ । ମସାଣିରୁ ଅଧା ପୋଡା ମୃତଦେହ ଜବତ କଲା ପୋଲିସ ।  ବୋହୂ ହତ୍ୟା କରିଥିବା ଅଭିଯୋଗ କଲେ ସମ୍ପର୍କୀୟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored