Happy Rose Day / ଆଜି ଗୋଲାପ ଦେଇ ଯାହାକୁ ଭଲ ପାଉଛନ୍ତି ତାକୁ ନିଜ ମନକଥା କହିଦିଅନ୍ତୁ
·7 months ago·2 min read

Key Points
ଆଜି ହେଉଛି ଗୋଲାପ ଦିବସ ବା Rose Day
ଆଜିର ଦିନରୁ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ
ଯାହାକୁ ଭଲ ପାଉଛନ୍ତି ତାକୁ ଆଜି ଗୋଲାପ ଦେଇ ନିଜ ମନ କଥା କହିଦିଅନ୍ତୁ
ଆଜିର ଦିନରୁ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ
ଯାହାକୁ ଭଲ ପାଉଛନ୍ତି ତାକୁ ଆଜି ଗୋଲାପ ଦେଇ ନିଜ ମନ କଥା କହିଦିଅନ୍ତୁ
ଗୋଲାପ କେବଳ ଫୁଲ ନୁହେଁ। ଇଏ ପ୍ରେମ, ସ୍ନେହ, ସୌନ୍ଦର୍ଯ୍ୟ ଓ ସମ୍ମାନ ପରିପ୍ରକାଶର ଏକ ମାଧ୍ୟମ। ସେଥିପାଇଁ ତ ଆଜି ଦିନଟି ଖାସ୍। ଆଜି ହେଉଛି ଗୋଲାପ ଦିବସ ବା Rose Day। ଆଜିର ଦିନରୁ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ। ଆଜିର ଏହି ଖାସ୍ ଅବସରରେ ଲୋକମାନେ ବିଭିନ୍ନ ରଙ୍ଗର ଗୋଲାପ ଦେଇ ସେମାନଙ୍କର ଭାବନା ପ୍ରକାଶ କରୁଛନ୍ତି। ଯାହାର ପ୍ରତ୍ୟେକଟିର ନିଜସ୍ୱ ଏକ ସ୍ୱତନ୍ତ୍ର ଅର୍ଥ ଅଛି। ଗୋଲାପ ଦିବସ ହେଉଛି ମିଠା ଏବଂ ସ୍ନେହ ସହିତ ଭାଲେଣ୍ଟାଇନ୍ସ ସପ୍ତାହ ଆରମ୍ଭ କରିବାର ଏକ ଅବସର।
ଆଜି ମାନେ ଫେବୃଆରୀ ୭କୁ ଗୋଲାପ ଦିବସ ପାଳନ କରାଯାଏ। ୨୦୨୬ରେ, ଗୋଲାପ ଦିବସ ଶନିବାର, ଫେବୃଆରୀ ୭ରେ ପଡ଼ିଛି। ଏହା ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ।
ଗୋଲାପ ଦିବସର ଇତିହାସ
ଏହି ଦିବସର ସେମିତି କିଛି ଇତିହାସ ନାହିଁ, କିନ୍ତୁ ଏହା ଆଧୁନିକ ଭାଲେଣ୍ଟାଇନ୍ସ ସପ୍ତାହ ପାଳନର ଏକ ଅଂଶ ଭାବରେ ଲୋକପ୍ରିୟ ହୋଇଛି। ସମୟ ସହିତ, ଗୋଲାପ ପ୍ରେମ, ଭାବନା ଏବଂ ସୌନ୍ଦର୍ଯ୍ୟର ଏକ ସାର୍ବଜନୀନ ପ୍ରତୀକ ହୋଇଗଲା। ତେଣୁ ଗୋଲାପ ଦିବସରେ, ଲୋକମାନେ ପରସ୍ପରକୁ ଗୋଲାପ ଦେଇ ଏପରି ଭାବନା ପ୍ରକାଶ କରନ୍ତି ଯାହା ଶବ୍ଦରେ ପ୍ରକାଶ କରିବା ପ୍ରାୟତଃ କଷ୍ଟକର। ତେବେ ଗୋଲାପର ପ୍ରତ୍ୟେକ ରଙ୍ଗର ନିଜସ୍ୱ ଅର୍ଥ ଅଛି।
ଲାଲ ଗୋଲାପ: ପ୍ରେମ
ଗୋଲାପୀ ଗୋଲାପ: ପ୍ରଶଂସା ଏବଂ କୃତଜ୍ଞତା
ଧଳା ଗୋଲାପ: ଶାନ୍ତି ଏବଂ ପବିତ୍ରତା
ହଳଦିଆ ଗୋଲାପ: ବନ୍ଧୁତା ଏବଂ ଆନନ୍ଦ
କମଳା ଗୋଲାପ: ଉତ୍ସାହ ଏବଂ ଆକର୍ଷଣ
ଲାଲ ଗୋଲାପ – ଲାଲ ରଙ୍ଗର ଗୋଲାପ ତ ସମସ୍ତଙ୍କ ପ୍ରିୟ । ପ୍ରେମର ପ୍ରତୀକ ହେଉଛି ଲାଲ୍ ଗୋଲାପ ।
ଗୋଲାପୀ ରଙ୍ଗର ଗୋଲାପ – ଗୋଲାପୀ ରଙ୍ଗର ଗୋଲାପ ଗୌରବ ଓ କମନୀୟତାର ପ୍ରତୀକ ଭାବେ ବିବେଚିତ । ନିଜର ଖୁସି ସହ ନିଜ ସାଥି ପ୍ରତି ଥିବା ଭଲ ପାଇବା, କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ୱ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହଳଦିଆ ଗୋଲାପ – ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । କୈାଣସି’ବି ଯାଗାରେ ଆମେ ଯଦି ବନ୍ଧୁତ୍ୱର ସମ୍ପର୍କକୁ ଆରମ୍ଭ କରିବାକୁ ଚାହିଁବା, ତେବେ ଆମେ ହଳଦିଆ ଗୋଲାପ ଦେଇ ଏଇ ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜବୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।
ଧଳା ଗୋଲାପ – ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ । ଏହାବ୍ୟତିତ ଆମେ ଯଦି କାହା ବିଷୟରେ ଭାବୁଥିବା ତାଙ୍କୁ ମଧ୍ୟ ଧଳା ଗୋଲାପ ଦେଇପାରିବା।
କେଉଁ ଦିନ କି ଦିବସ ଭାବେ ପାଳନ କରାଯାଏ ?
ଫେବ୍ରୁଆରି ୭ : ରୋଜ୍ ଡେ
ଫେବ୍ରୁଆରି ୮: ପ୍ରପୋଜ୍ ଡେ
ଫେବ୍ରୁଆରି ୯: ଚକୋଲେଟ୍ ଡେ
ଫେବ୍ରୁଆରି ୧୦ : ଟେଡ୍ଡି ଡେ
ଫେବ୍ରୁଆରି ୧୧ : ପ୍ରମିଜ୍ ଡେ
ଫେବ୍ରୁଆରି ୧୨ : ହଗ୍ ଡେ
ଫେବ୍ରୁଆରି ୧୩ : କିସ୍ ଡେ
ଫେବ୍ରୁଆରି ୧୪: ଭାଲେଣ୍ଟାଇନ୍ସ ଡେ

Related Topics
Explore more stories