Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାର୍ଡ କୋର ମହିଳା ମାଓବାଦୀ ଆଣ୍ଟି ମାଧବୀ ଗିରଫ

Smruti Parija
Browse all articles by Smruti Parija
·1 year ago
ହାର୍ଡ କୋର ମହିଳା ମାଓବାଦୀ  ଆଣ୍ଟି ମାଧବୀ ଗିରଫ

ମାଲକାନଗିରି: ମାଲକାନଗିରି ପୋଲିସ ହାତରେ ଗିରଫ ହୋଇଛି ହାର୍ଡକୋର ମହିଳା ମାଓବାଦୀ ଆଣ୍ଟି ମାଧବୀ ଓରଫ ଲାକେ । 9ଟି  ଗୁଳିବିନିମୟ  ହିଂସାକାଣ୍ଡରେ ମାଷ୍ଟର ମାଇଣ୍ଡ ଥିଲା ମାଧବୀ । ଟପ୍ ମାଓ ନେତା ଉଦୟର ଅଙ୍ଗରକ୍ଷୀ ଟିମ୍ ରେ ନିୟୋଜିତ ଥିଲା ମାଧବୀ ଓରଫ୍ ଲାକେ । ୨୦୧୭ ମସିହାରେ ଲାଲବାହିନି ର ପ୍ଲାଟୁନ ନମ୍ବର 12 ରେଯୋଗ ଦେଇଥିଲା ମାଧବୀ । ମାଧବୀ ନାମ ରେ ଆମ ରାଜ୍ୟ ପକ୍ଷରୁ ଦୁଇ ଲକ୍ଷ୍ୟ ଟଙ୍କା ପୁରସ୍କାର ଥିଲା।

ମାଲକାନଗିରି ଜିଲ୍ଲା mv 79 ସ୍ଥିତ ପୂର୍ତ୍ତି ଜଙ୍ଗଲ ରେ ଗିରଫ କରିଛି ମାଲକାନଗିରି ପୋଲିସ । ସୂଚନା ଦେଇଛନ୍ତି  ଦକ୍ଷିଣ ପଶ୍ଚିମଞ୍ଚଳ DIG ନିତି ଶେଖର।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hard core female Maoist anti-Madhav arrested | Argus News