ଜିଲ୍ଲା ପ୍ରଶାସନର ଜନ ଅଭିଯୋଗ ଶୁଣାଣି
·1 year ago

ଅର୍ଗସ ବ୍ୟୁରୋ: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଏସପି ମଡ଼କର ସମ୍ବିଦ ସମ୍ପଦ ଯୋଗ ଦେଇ ଲୋକ ମାନଙ୍କ ଠାରୁ ଆପତ୍ତି ଅଭିଯୋଗ ଗ୍ରହଣ କରିଥିଲେ । ଏଥିରେ ମୋଟ 178 ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା. ସେଥିମଧ୍ୟରୁ ଜିଲ୍ଲାପାଳ ତୁରନ୍ତ 30 ଗୋଟି ଅଭିଯୋଗର ଶୁଣାଣି କରି ଅଭିଯୋଗକାରିଙ୍କୁ ତ୍ବରିତ ସହାୟତା ପ୍ରଦାନ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: