Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର; ତାପମାତ୍ରା 43.6°C ରେକର୍ଡ

Odisha

ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର; ତାପମାତ୍ରା 43.6°C ରେକର୍ଡ

Smruti Parija
Browse all articles by Smruti Parija
·2 years ago
ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର; ତାପମାତ୍ରା 43.6°C ରେକର୍ଡ

ଭୁବନେଶ୍ୱର: ମେ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭ ଯାଏଁ ଜାରି ରହିବ ତାତି । ବିସ୍ତାରିତ ପରିସର ଆକଳନ ଅନୁଯାୟୀ 3 ରୁ 9 ମଇ ମଧ୍ୟ୍ୟରେ ରାଜ୍ୟର ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗି ରହିବ । ତଥା ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ 42°C  ରୁ 44°C ମଧ୍ୟରେ ତାତି ରେକର୍ଡ ହେବାର ସମ୍ଭାବନା ରହିଛି ।
ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା 

ଝାରସୁଗୁଡା: 43.6°C
ଭୁବନେଶ୍ୱର: 42.2°C
ହୀରାକୁଦ: 42.2°C
ସମ୍ବଲପୁର: 42.2°C
କେନ୍ଦୁଝର: 41.8°C
ଚାନ୍ଦବାଲି: 41.8°C
ରାଉରକେଲା: 41.4°C
ବାଲେଶ୍ୱର: 41°C
ପୁରୀ: 35°C
ଗୋପାଳପୁର: 34.8°C
ପାରାଦ୍ୱୀପ: 34.2°C
 

ଜଳୁଛି ଓଡ଼ିଶା, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
heat-wave-may-continue-till-second-week-of-may | Argus News