Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରୁ ଗଞ୍ଜେଇ ଜବତ, 4 ଗିରଫ

Odisha

ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରୁ ଗଞ୍ଜେଇ ଜବତ, 4 ଗିରଫ

Smruti Parija
Browse all articles by Smruti Parija
·2 years ago
ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରୁ ଗଞ୍ଜେଇ ଜବତ, 4 ଗିରଫ

ଭୁବନେଶ୍ୱର: ରାଜଧାନୀରେ ବଢୁଛି ଗଞ୍ଜେଇ ବେପାର । ଗୋଟିଏ ଦିନରେ ଦୁଇ ଦୁଇଟି ସ୍ଥାନରୁ ଗଞ୍ଜେଇ ଜବତ । ବାଲିଅନ୍ତା ଥାନା ମହୁଖଣ୍ଡା ଗାଁର ଏକ ଘରୁ 5 କୁଇଣ୍ଟାଲ ଭାଙ୍ଗ ଜବତ ହୋଇଛି । ଖୋଳତାଡରୁ ଜଣାପଡିଛି ଯେ, ବିହାର ପାଟଣାରୁ ଆଣି ଭୁବନେଶ୍ୱରରେ ଭାଙ୍ଗ ବିକ୍ରି କରୁଥିଲେ । ଏହି ମାମଲାରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ଥାନା ପୋଲିସ । ସମସ୍ତ ଅଭିଯୁକ୍ତ ବାଲିପାଟଣା ଅଞ୍ଚଳର ବୋଲି ଜଣାପଡିଛି । 

ସେହିପରି ଟଙ୍କପାଣି ବ୍ରିଜ ନିକଟରୁ 25 କିଲୋ ଗଞ୍ଜେଇ ଜବତ ହୋଇଛି । ଏହି ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗୋଟିଏ ବାଇକ ଜବତ । ବାଇକରେ ବୁଲି ବୁଲି ଗଞ୍ଜେଇ ବିକ୍ରି କରୁଥିଲା ଅଭିଯୁକ୍ତ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
heavy-amount-of-ganja-seized-in-bhubaneswar | Argus News