Videos
|
Odisha

ରାଜଧାନୀରେ ଅଦିନିଆ ବର୍ଷା

Banajyotshna Ray
Browse all articles by Banajyotshna Ray
·2 years ago
ରାଜଧାନୀରେ ଅଦିନିଆ ବର୍ଷା

ଅର୍ଗସ ବ୍ୟୁରୋ:  ରାଜଧାନୀରେ ପ୍ରବଳ ବର୍ଷା। ବର୍ଷା ସହ ଘଡଘଡି ହେଉଥିବା ଦେଖିବାକୁ ମିଳିଛି। ରାଜଧାନୀରେ ଅଦିନିଆ ବର୍ଷା। ଭୁବନେଶ୍ୱରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେଉଥିବା ସୂଚନା ମିଳିଛି। ଆଉ କେତେକ ସ୍ଥାନରେ ଘୋଡେଇ ରହିଛି କଳାବାଦଲ। ହଠାତ ଏଭଳି ବର୍ଷା ଲାଗି ହେଉଥିବା କାରଣରୁ ଲୋକେ ମଧ୍ୟ ଭୟଭୀତ। ତେବେ ବର୍ଷା କାରଣରୁ ରାଜ୍ୟରେ ସାମାନ୍ୟ ଥଣ୍ଡା ଅନୁଭୂତ ହେବ।

ଅଧିକ ପଢ଼ନ୍ତୁ  ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
heavy rain in odisha | Argus News