Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲଗାଣ ବର୍ଷାରେ ମାଟି ଅତଡା ଖସି ଯାତାୟାତ ସମ୍ପୂର୍ଣ୍ଣ ଠପ୍

Rashmita Mishra
Browse all articles by Rashmita Mishra
·11 months ago
ଲଗାଣ ବର୍ଷାରେ ମାଟି ଅତଡା ଖସି ଯାତାୟାତ ସମ୍ପୂର୍ଣ୍ଣ ଠପ୍

Key Points

କୋରାପୁଟ ଜିଲ୍ଲାରେ ଲଘୁଚାପ ବର୍ଷାର ପ୍ରଭାଵ

ଧସିଲା ମାଟି ଅତଡା

ଅବରୋଧ ରାସ୍ତା

ମାଟି ଅତଡ଼ା ଧସି ରାସ୍ତା ଅବରୋଧ । ଦାମନଯୋଡ଼ି ଓ ନାରାୟଣପାଟଣାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ । କୋରାପୁଟ ଜିଲ୍ଲାରେ ଲଘୁଚାପ ବର୍ଷାର ପ୍ରଭାଵ। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ରାସ୍ତା ଅବରୋଧ ହୋଇଛି। ଦାମନଯୋଡ଼ି ଓ ନାରାୟଣପାଟଣାକୁ ସଂଯୋଗ କରୁଥିବା ବିଜାଘାଟି ଏବଂ କେରେଙ୍ଗା ପାହାଡ଼ ରାସ୍ତା ନିକଟରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heavy Rain Triggers Landslide, Traffic Disrupted in Odisha | Argus News | Argus News