Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି

Rashmita Mishra
Browse all articles by Rashmita Mishra
·1 year ago
ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି

ଅର୍ଗସ ବ୍ୟୁରୋ: ବତ୍ୟା ପାଇଁ ଜୋରଦାର ପ୍ରସ୍ତୁତି ।  ବିଜେପିର ବାତ୍ୟା ହେଲ୍ପ ଲାଇନ୍ ଜାରି ହୋଇଛି । ବିଜେପି ପକ୍ଷରୁ ହେଲ୍ପ ଲାଇନ୍ ନଂ ୦୬୭୪-୨୩୯୩୯୮୪ ଜାରି । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା । ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ । ସମସ୍ତ ବିଧାୟକ, ମନ୍ତ୍ରୀ ଓ କାର୍ଯ୍ୟକର୍ତ୍ତା ଲୋକଙ୍କ ସେବାରେ ରହିବେ ବୋଲି କୁହାଯାଇଛି । ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ଆଗେଇ ଆସନ୍ତୁ । ବାତ୍ୟା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତ । କହିଲେ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରଭାବିତ ଜିଲ୍ଲାର CDMOଙ୍କୁ ନିର୍ଦେଶ ଦିଆଯାଇଛିଯେ ଆଶୁ ଚିକିତ୍ସା ପାଇଁ ପ୍ରସ୍ତୁତ ରହିବାକୁ ତାହା ସହ ସାପ କାମୁଡ଼ା ଇଞ୍ଜେକ୍ସନ ରଖିବା ସହ ଆଲର୍ଟ ରହିବେ । 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Helpline number 0674-2393984 continued on behalf of BJP | Argus News