Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚୁଟ୍‌କିରେ ଖବର ପଢିବା ପାଇଁ ସ୍କ୍ରୋଲ କରନ୍ତୁ...ଦିନ ଯାକର ଖବର ପାଆନ୍ତୁ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ଚୁଟ୍‌କିରେ ଖବର ପଢିବା ପାଇଁ ସ୍କ୍ରୋଲ କରନ୍ତୁ...ଦିନ ଯାକର ଖବର ପାଆନ୍ତୁ...

() ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି  : ଏଣିକି ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାକ, ଆଗାମୀ ବର୍ଷରେ ଅବକାରୀ ନୀତି ହେବ ନୂଆ

() ଡିଫେଣ୍ଡିଂ ଅଲିମ୍ପିକ୍ ଚାମ୍ପିଅନ ନୀରଜ ଚୋପ୍ରା ଓ ପୁରୁଷ ହକି ଟିମ ଆଜି ମେଡାଲ ପାଇଁ ମୈଦାନକୁ ଓହ୍ଲାଇବେ

() ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ବଢିବନି କି କମିବନି ଆପଣଙ୍କ ଇଏମଆଇ । ରେପୋ ରେଟକୁ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ

() ଆଜି ଶପଥଗ୍ରହଣ । ବାଂଲାଦେଶରେ ନବଗଠିତ ଅନ୍ତରୀଣ ସରକାରର ନେତୃତ୍ୱ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ।

() ଜାପାନରେ ଦୁଇ ମିନିଟ୍ ମଧ୍ୟରେ ୨ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ଯଥାକ୍ରମେ ୬.୯ ଓ ୭.୧, ଦକ୍ଷିଣପଶ୍ଚିମରେ ଥିବା କ୍ୟୁଶୁ ଦ୍ୱୀପ ଓ ଶିକୋକୁରେ ଭୂମିକମ୍ପ

() ଓଡ଼ିଶାରେ ପହଞ୍ଚିଲେ RSS ସରସଂଘ ଚାଳକ ମୋହନ ଭାଗବତ । ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି, ୧୨ ତାରିଖରେ ଫେରିଯିବେ

() ଆଠଗଡ଼ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ, ପ୍ରଦୀପଙ୍କ ଘରୁ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ

() ଭୁବନେଶ୍ବର ମଞ୍ଚେଶ୍ବରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ATM । ଉଦ୍‌ଘାଟନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

() ବାଂଲାଦେଶୀଙ୍କ ପ୍ରତି ନଜର ରଖାଯାଇଥିବା କହିଲେ ପୋଲିସ ଡିଜି । ସମୁଦ୍ର ପଥରେ ବୋଟ୍‌ ଯୋଗେ ଆସିବା ସମ୍ଭାବନା ଥିବାରୁ ନଜର ରହିଛି

() ଆଳୁ ଦର ୬୦,ମନ୍ତ୍ରୀ କହିଲେ ଶୀଘ୍ର ସମାଧାନ ।  ରାଜ୍ୟରେ ପୁଣି ବେଲଗାମ ହେଲା ଆଳୁ ଦର, ଆଜି କଟକ ଛତ୍ରବଜାରରେ ଆଳୁ କେଜି ୬୦ ଟଙ୍କା
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Speed 10 | Argus News