Videos
|
Odisha

ସ୍କ୍ରୋଲ କରନ୍ତୁ...ନିର୍ବାଚନ ଅପଡେଟ୍‌ ଜାଣନ୍ତୁ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ସ୍କ୍ରୋଲ କରନ୍ତୁ...ନିର୍ବାଚନ ଅପଡେଟ୍‌ ଜାଣନ୍ତୁ

() ଟିକଟ ଘୋଷଣା କରିବରେ କାହିଁକି ବିଳମ୍ବ କରୁଛି ବିଜେଡି ? ବିଦ୍ରୋହ ନାଁ ପ୍ରାର୍ଥୀ ଅଭାବ ଉଠିଲାଣି ପ୍ରଶ୍ନ
() ଆଜି ଆସିପାରେ ବିଜେପି ପ୍ରାର୍ଥୀ ତାଲିକା । କାହାକୁ କେଉଁଠୁ ଟିକଟ ମିଳିବ ସେନେଇ ସସ୍‌ପେନ୍ସ ଜାରି
() ଭଣ୍ଡାରିପୋଖରୀରେ ବିଜେଡିକୁ ପାନେ ଦେବେ ନିରଞ୍ଜନ । ବିଜେଡି ପ୍ରତି ଅସନ୍ତୋଷ ବଢୁଥିବାରୁ ନିରଞ୍ଜନଙ୍କୁ ଭଣ୍ଡାରିପୋଖରୀରୁ ପ୍ରାର୍ଥୀ କରିଛି ଦଳ
() ୨୦୩୨ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବ । AI...ହ୍ୱାଇଟହାଉସରେ କରିବ ରାଜ୍ !
() କେବେ ଆସିବ ସଂପୂର୍ଣ୍ଣ ତାଲିକା । ବିଜେପି ୧୧୨ଟି ଆସନରେ MLA ପ୍ରାର୍ଥୀ ଘୋଷଣା କରିଛି । ବିଜେଡି ୧୧୭ଟି ଆସନରେ MLA ପ୍ରାର୍ଥୀ ଘୋଷଣା କରିଛି । ୩୦ଟି ଆସନରେ ଏଯାଏଁ ପ୍ରାର୍ଥୀ ଘୋଷଣା କରିନି ବିଜେଡି
() କଂଗ୍ରେସ ବିଧାନସଭା ପ୍ରାର୍ଥୀ ତାଲିକା । ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରିପୋଖରୀରୁ ଲଢିବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
() କଟକ-ବାରବାଟୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା ଝୁଲାଇ ରଖିଲା କଂଗ୍ରେସ । ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନ ଲଢିବା ଉପରେ ହାଇକୋର୍ଟଙ୍କ ରୋକ ପରେ ଚିନ୍ତାରେ ଦଳ,ବାପାଙ୍କ ବଦଳରେ ଝିଅ ସୋଫିଆ ଫିରଦୋସ ରଣାଙ୍ଗନକୁ ଓହ୍ଲାଇବା ନେଇ ଚର୍ଚ୍ଚା
() ଜୟଶଙ୍କରଙ୍କ ଫୋନ୍ କଲ୍‌ରେ ତତ୍ପର ହେଲେ ଇରାନର ବୈଦେଶିକ ମନ୍ତ୍ରୀ, ମୁକ୍ତ ହେବେ ୧୭ ଜଣ ଭାରତୀୟ
() ସୁପ୍ରିମ୍‌କୋର୍ଟରେ କେଜ୍ରିୱାଲ୍‌ଙ୍କ ମାମଲାର ଶୁଣାଣି ଆଜି । ଜାମିନ୍‌ ନମିଳିଲେ ପୁଣି ଜେଲରେ ରହିବେ ଦିଲ୍ଲୀ ସିଏମ୍
()  ଲୋକସଭା ନିର୍ବାଚନ: ଘରୋଇ ବିମାନ ଓ ହେଲିକପ୍ଟଟର ଚାହିଦା ୪୦% ବୃଦ୍ଧି 
 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Election Breaking | Argus News