Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିର୍ବାଚନ ବଡ଼ ଖବର : ଚିନ୍ତାରେ ପ୍ରାର୍ଥୀ ବଦଳାଇଲା ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ନିର୍ବାଚନ ବଡ଼ ଖବର : ଚିନ୍ତାରେ ପ୍ରାର୍ଥୀ ବଦଳାଇଲା ବିଜେଡି

ଅର୍ଗସ ବ୍ୟୁରୋ : ନିର୍ବାଚନକୁ ନେଇ ପ୍ରତି ଘଂଟାରେ ଅପଡେଟ୍‌ ଖବର ଆସୁଛି । ପ୍ରତି ଘଂଟାର ଅପଡେଟ୍‌ ଖବର ପାଇବାକୁ ସ୍କ୍ରୋଲ କରନ୍ତୁ, ଖବର ପାଆନ୍ତୁ...

  • ଆସିଲା ବିଜେଡିର ପଂଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କଂଟାବାଞ୍ଜିରୁ ନିର୍ବାଚନ ଲଢିବେ ନବୀନ
  • ସମ୍ବଲପୁର ବିଜେଡିରେ କେଁ ...ବଦଳିଲା ପ୍ରାର୍ଥୀ ତାଲିକା, ରୋହିତ ଗଲେ ସମ୍ବଲପୁର ପ୍ରସନ୍ନ ଆସିଲେ ରେଢ଼ାଖୋଲ
  • ୩ ବିଧାୟକଙ୍କ ଟିକେଟ କଟିଲା । ପୂର୍ବତନ ମନ୍ତ୍ରୀ ସମୀର ଦାସଙ୍କୁ ଟିକେଟ ଦେଲାନି ବିଜେଡି, ନିମାପଡ଼ାରେ ପ୍ରାର୍ଥୀ ବଦଳାଇଲା ବିଜୁ ଜନତା ଦଳ
  • କୁଚିଣ୍ଡାରେ କିଶୋର ନାୟକଙ୍କୁ ବି ଟିକେଟ ଦେଲାନି ବିଜେଡି, କିଶୋରଙ୍କ ଜାଗାରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡି ଟିକେଟ
  • ଚିତ୍ରକୋଣ୍ଡାରେ ବି ସମାନ ସ୍ଥିତି । ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ ବି କଟିଲା, ବାକାଙ୍କ ଜାଗାରେ ଲକ୍ଷ୍ମୀପ୍ରିୟା ନାୟକ ହେଲେ ବିଜେଡି ପ୍ରାର୍ଥୀ
  • ସମ୍ବଲପୁର ଆସନକୁ ନେଇ ବିଜେଡିରେ କେଁ । ଟିକଟ ଆଶା କରିଥିଲେ ରାସେଶ୍ଵରୀ, ଦଳ କଲା ଅଣଦେଖା
  • ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର । କହିଲେ, ମୌଳିକ ସୁବିଧା ଯୋଗାଇବାରେ ସରକାର ଫେଲ
  • ଲୋକସଭା ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପ୍ରଚାର ଲାଗି ଆଜି ଶେଷ ଦିନରେ ଭୋଟ ମାଗିବେ ପ୍ରାର୍ଥୀ
  • ଶାହଙ୍କ ବଡ଼ ବୟାନ । କହିଲେ, ନକ୍ସଲ ନିପାତ ଆମର ବଡ ଲକ୍ଷ୍ୟ । ଗତକାଲି ଛତିଶଗଡ ଏନକାଉଣ୍ଟରରେ ସାମିଲ ଥିବା ଯବନାଙ୍କୁ କଲେ ପ୍ରଶଂସା
     

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Election Breaking | Argus News