|
logo
Live
Argus News App
GET APP

Argus News - ଆଜିଠୁ ଓଡ଼ିଶାରେ ବିଜେପି ସରକାର

Odisha

ଆଜିଠୁ ଓଡ଼ିଶାରେ ବିଜେପି ସରକାର

Smruti Parija
Browse all articles by Smruti Parija
·1 year ago
ଆଜିଠୁ ଓଡ଼ିଶାରେ ବିଜେପି ସରକାର

ଅର୍ଗସ ବ୍ୟୁରୋ: ଆଜିଠୁ ଓଡ଼ିଶାରେ ବିଜେପି ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ ।  ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ କେ.ଭି ସିଂଦେଓ, ପ୍ରଭାତୀ ପରିଡା ଶପଥ ନେଇଛନ୍ତି । ପଦ ଓ ଗୋପନୀୟତାର ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ ।  

ତେବେ ଏହାପୂର୍ବରୁ ଆସିଛି ମୋହନଙ୍କ ମନ୍ତ୍ରୀମଣ୍ଡଳ ତାଲିକା...

ରାଜଭବନ ପକ୍ଷରୁ ପ୍ରକାଶ ପାଇଲା ମନ୍ତ୍ରୀ ତାଲିକା

-ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ

-ଶପଥ ନେବେ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ

-କ୍ୟାବିନେଟ ମନ୍ତ୍ରୀ- ସୁରେଶ ପୂଜାରୀ, ରବି ନାରାୟଣ ନାଏକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

-କ୍ୟାବିନେଟ ମନ୍ତ୍ରୀ- ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ

-କ୍ୟାବିନେଟ ମନ୍ତ୍ରୀ- ମୁକେଶ ମହାଲିଙ୍ଗ, ବିଭୁତି ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର

-ରାଷ୍ଟ୍ରମନ୍ତ୍ରୀ- ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ

-ରାଷ୍ଟ୍ରମନ୍ତ୍ରୀ- ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ, ସଂପଦ ସ୍ୱାଇଁ 

Sponsored
ଆଜିଠୁ ଓଡ଼ିଶାରେ ବିଜେପି ସରକାର | Argus News