Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍କ୍ରୋଲ କଲେ ଜାଣିବେ Top 10

Odisha

ସ୍କ୍ରୋଲ କଲେ ଜାଣିବେ Top 10

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ସ୍କ୍ରୋଲ କଲେ ଜାଣିବେ Top 10

01. ପଞ୍ଜାବରେ ଏକାକୀ ଲଢ଼ିବ ବିଜେପି । ପଞ୍ଜାବରେ ଲୋକସଭା ଆସନରେ ଏକାକୀ ଲଢ଼ିବ ବିଜେପି, ଅକାଳୀ ସହ ମେଣ୍ଟ ଚର୍ଚ୍ଚାର ଅବସାନ ଘଟାଇଲା ବିଜେପି

02. ଜେଲ୍‌ ଗଲେ କେ. କବିତା । ବିଚାର ବିଭାଗୀୟ ହାଜତକୁ ଗଲେ BRS ନେତ୍ରୀ କେ. କବିତା, ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ

03. ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି । ୪ ଘଂଟା ଲାଗି ବନ୍ଦ ରହିବ ସାଧାରଣ ଦର୍ଶନ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦର୍ଶନ ବନ୍ଦ ରହିବ


04. ହୋଲିରେ ଉତ୍ପାତ ହେବା ବେଳେ ଅଟକାଇଲା ପୋଲିସ । ଡିଜେ ବଜାଇ ହୋହଲ୍ଲା କରୁଥିବା ବେଳେ ଅଟକାଇଲା ସହିଦନଗର ପୋଲିସ


05. ଆଠଗଡ଼ରେ ଗୋଷ୍ଠୀ ସଂଘର୍ଷ; ୫ ଆହତ । ତିଗିରିଆ ଥାନା ଭୋଗଡ଼ାରେ ପୂର୍ବ ଶତ୍ରୁତାରୁ ୨ ଗୋଷ୍ଠୀ ମୁହାଁମୁହିଁ, ମେଡିକାଲରେ ଭର୍ତ୍ତି ହେଲେ ଆହତ


06. ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତକାଲି ରାତିରେ ସମ୍ବଲପୁର ପହଞ୍ଚିବା ପରେ ଆଜି ମା’ ସମଲେଇଙ୍କ ଦର୍ଶନ କରିଛନ୍ତି ଧର୍ମେନ୍ଦ୍ର


07. ମା' ବିରଜାଙ୍କ ପୀଠରେ ନୂତନ ପଞ୍ଜିକା ପାଠ । ପାଞ୍ଜି କହୁଛି ଏଥର ବ୍ୟାପିବ ଜଙ୍ଗଲ ନିଆଁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


08. ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ଆଜିଠୁ କାକଟପୁର ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା । ରାଜରାଜେଶ୍ୱରୀ ବେଶରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼


09. ଦୋଳପୂର୍ଣ୍ଣିମାରେ କଟକରୁ ଆସିଲା ରାଜନୀତିର ରୋଚକ ଚିତ୍ର । ଭର୍ତ୍ତୃହରିଙ୍କ ଆଶୀର୍ବାଦ ନେଲେ ଅନୁଭବ । ଫଟୋକୁ ନେଇ ବଢିଲା ଚର୍ଚ୍ଚା

10 . ୨୯ ପରଠୁ ବଢିବ ତାତି । ପୂର୍ବଠୁ-ପଶ୍ଚିମ...ଉତ୍ତରଠୁ ଦକ୍ଷିଣ...ସବୁଠି କଲବଲ କରିବ ତାତି


 

Sponsored
Odisha Politics | Argus News