Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରିବା ମାତ୍ରେ...

Odisha

ନିର୍ବାଚନ ବଡ଼ ଖବର : ସ୍କ୍ରୋଲ କରିବା ମାତ୍ରେ...

Sarbeswar Mohapatra
Browse all articles by Sarbeswar Mohapatra
·2 years ago·1 min read
ନିର୍ବାଚନ ବଡ଼ ଖବର  : ସ୍କ୍ରୋଲ କରିବା ମାତ୍ରେ...
  • ବିଜେଡି ଛାଡିପାରନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଭୁବନେଶ୍ୱରରୁ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପାଟ୍ଟଶାଣୀ ବିଜେପି ସହ ଆଲୋଚନାରେ ଥିବା ଚର୍ଚ୍ଚା । 
  • ଟିକଟ ନମିଳିବାରୁ ବିଜେଡି ସୁପ୍ରିମୋଙ୍କ ଉପରେ ଖୁସ ନଥିଲେ ପାଟ୍ଟଶାଣୀ । ଗତକାଲି ରାତିରେ ଦିଲ୍ଲୀ ଯାଇଥିବା ନେଇ ଚର୍ଚ୍ଚା
  • ନିର୍ବାଚନ ପୂର୍ବରୁ ବିଜୟ ପାଲ ସିଂ ତୋମାରଙ୍କ ବଡ଼ ବୟାନ । କହିଲେ, ବିଜେପିରେ ଯୋଗଦେବେ ଆଉ କିଛି ବିଜେଡିର ହେଭିୱେଟ୍‌ ନେତା
  • ଆସିପାରେ ବିଜେଡି ପ୍ରାର୍ଥୀ ତାଲିକା । ବାକିଥିବା ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା ନେଇ ବଢିଲା ଚର୍ଚ୍ଚା
  • ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ରର ମହାପର୍ବ । ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ଭୋଟ୍‌ 
  • ତାମିଲନାଡ଼ୁର ବିଭିନ୍ନ ପୋଲିଂ ବୁଥ୍‌ରେ ଅଭିନେତାଙ୍କ ଭିଡ଼ । ଚେନ୍ନାଇରେ ଭୋଟ୍ ଦେଲେ ସୁପରଷ୍ଟାର  ରଜନୀକାନ୍ତ । ଭୋଟ ଦେଲେ ସାଉଥ୍ ଅଭିନେତା ଅଜିତ୍
  • ମହାରାଷ୍ଟ୍ରର ମୋଟ୍ ୪୮ ଆସନରୁ ୫ରେ ଭୋଟ୍ । ନାଗପୁରରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ରାମତେକ ଆସନରେ ମତଦାନ ଚାଲିଛି 
  • ଟିକଟ କଟିବା ପରେ କାନ୍ଦିଲେ ନିମାପଡାର ବିଧାୟକ ସମୀର ଦାସ । କହିଲେ , ୪୨ ବର୍ଷର ରାଜନୀତି ଜୀବନରେ ଲୋକଙ୍କ ପାଇଁ ବହୁତ କିଛି କରିଛି...ହେଲେ...
  • ବିଶ୍ବର ସବୁଠୁ ଛୋଟ ମହିଳାଙ୍କ ମତଦାନ । ନାଗପୁର ପୋଲିଂ ବୁଥରେ ମତଦାନ କଲେ ଜ୍ୟୋତି ଅମଗେ
  • ମହାରାଷ୍ଟ୍ର ନାଗପୁରରେ ମତଦାନ କଲେ RSS ମୁଖ୍ୟ ମୋହନ ଭାଗବତ । ଭୋଟ ଦେବା ଆମ କର୍ତ୍ତବ୍ୟ, ଆମ ଅଧିକାର ବୋଲି କହିଲେ ଭାଗବତ । ୧୦୦ ପ୍ରତିଶତ ମତଦାନ ହେବା ଆବଶ୍ୟକ ବୋଲି ପ୍ରତିକ୍ରିୟା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Election Breaking | Argus News