Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା, ପଶ୍ଚିମଦ୍ଵାରର ନିକଟରୁ ଧରାପଡ଼ିଲେ ବଙ୍ଗୀୟ ଯୁବକ

Ritu Das
Browse all articles by Ritu Das
·11 months ago·1 min read
ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା, ପଶ୍ଚିମଦ୍ଵାରର ନିକଟରୁ ଧରାପଡ଼ିଲେ ବଙ୍ଗୀୟ ଯୁବକ

Key Points

ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା

ପଶ୍ଚିମଦ୍ଵାରର ନିକଟରୁ ଧରାପଡ଼ିଲେ ବଙ୍ଗୀୟ ଯୁବକ

ପୁଣି ହିଡେନ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୋଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି । ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୋଲିସ ଅଟକାଇଥିଲେ।


ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି । ପ୍ରତିଶ ପାଲଙ୍କୁ ଥାନାରେ ଅଟକ ରଖାଯାଇ ମୋବାଇଲକୁ ଯାଞ୍ଚ କରାଯାଉଛି। ଚଷମା ଜବତ କରାଯାଇଛି। ପ୍ରତିଶ ପାଲଙ୍କୁ ଥାନାରେ ଅଟକ ରଖାଯାଇ ମୋବାଇଲକୁ ଯାଞ୍ଚ କରାଯାଉଛି। ଚଷମା ଜବତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
hidden-camera-in-puri-temple-again-bengali-youth-caught-near-west-gate | Argus News