Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା , ଜଣେ ଯୁବକ ଅଟକ

Swoyang prajna Mishra
Browse all articles by Swoyang prajna Mishra
·11 months ago
ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା , ଜଣେ ଯୁବକ ଅଟକ

Key Points

ଚଷମା ଲେନ୍ସରେ ଲଗାଇଥିଲେ ହିଡେନ୍ କ୍ୟାମେରା। ଵେହରଣ ଦ୍ୱାରରୁ ସନ୍ଦେହରେ ଧରିଲେ ସୁରକ୍ଷାକର୍ମୀ। ସିଂହଦ୍ଵାର ଥାନା ପୋଲିସର ତଦନ୍ତ ଆରମ୍ଭ।

ଶ୍ରୀମନ୍ଦିର ଭିତରେ ହିଡେନ୍ କ୍ୟାମେରା। ଜଣେ ଯୁବକ ଅଟକ। ହିଡେନ୍ କ୍ୟାମେରାରେ ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ କଏଦ୍ ହୋଇଛି କି ନାହିଁ ସେ ନେଇ ସମ୍ପୃକ୍ତ ଯୁବକଙ୍କୁ ଚାଲିଛି ପଚରାଉଚରା। ଚଷମା ଲେନ୍ସରେ ଲଗାଇଥିଲେ ହିଡେନ୍ କ୍ୟାମେରା। ଵେହରଣ ଦ୍ୱାରରୁ ସନ୍ଦେହରେ ଧରିଲେ ସୁରକ୍ଷାକର୍ମୀ। ସିଂହଦ୍ଵାର ଥାନା ପୋଲିସର ତଦନ୍ତ ଆରମ୍ଭ। ସମ୍ପୃକ୍ତ ଯୁବକ ପୁରୀର ହୋଇଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hidden camera inside the temple, a youth arrested | Argus News