Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୩ ବର୍ଷୀୟ ଛାତ୍ର ନିକଟରୁ ହାଇ ପ୍ରୋଫାଇଲ ଡ୍ରଗ୍ସ ଠାବ

Swoyang prajna Mishra
Browse all articles by Swoyang prajna Mishra
·11 months ago
 ୨୩ ବର୍ଷୀୟ ଛାତ୍ର ନିକଟରୁ ହାଇ ପ୍ରୋଫାଇଲ ଡ୍ରଗ୍ସ ଠାବ

Key Points

ବିଦେଶ ରେ ବ୍ୟବହାର ହୁଏ ଏହି ହାଇ ପ୍ରୋଫାଇଲ ଡ୍ରଗ୍ସ 

ଅଭିଯୁକ୍ତ ଜଣଙ୍କୁ ଗିରଫ କଲା NCB

ଓଡ଼ିଶାରେ ପ୍ରଥମ ଥର ଏଭଳି ମାମଲା ସାମ୍ନାକୁ ଆସିଛି ।

ରାଜଧାନୀରୁ ମାରାତ୍ମକ ସିଂଥେଟିକ ଡ୍ରଗ୍ସ ଠାବ । ୨୩ ବର୍ଷୀୟ ଯୁବକ ପାଖକୁ ଆସିଥିଲା ପାର୍ଶଲ । ଜଣେ ଅଭିଯୁକ୍ତ ଆର୍ଯ୍ୟମାନ ପଟ୍ଟନାୟକ ଗିରଫ । ବିଦେଶରେ ବ୍ୟବହାର ହୁଏ ଏହି ହାଇ ପ୍ରୋଫାଇଲ ଡ୍ରଗ୍ସ । ଅଭିଯୁକ୍ତ ଜଣଙ୍କୁ ଗିରଫ କଲା NCB । ଓଡ଼ିଶାରେ ପ୍ରଥମ ଥର ଏଭଳି ମାମଲା ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣଙ୍କ ୨୩ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ର । ନୋଏଡାରୁ ଇଞ୍ଜିନିୟରିଂ ପାସ କରିଥିବା NCB ର ସୂଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
High profile drugs busted by 23-year-old student | Argus News