Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତାଙ୍କ ଝିଅ ପରିଚୟ ଦେଇ ଲୁଟୁଥିଲେ...

Odisha

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତାଙ୍କ ଝିଅ ପରିଚୟ ଦେଇ ଲୁଟୁଥିଲେ...

Smruti Parija
Browse all articles by Smruti Parija
·1 year ago
ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତାଙ୍କ ଝିଅ ପରିଚୟ ଦେଇ ଲୁଟୁଥିଲେ...

Key Points

ପୋଲିସ କବଜାରେ ହାଇ ପ୍ରୋଫାଇଲ ଦମ୍ପତି । ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ପି.କେ ମିଶ୍ରଙ୍କ ଝିଅ ପରିଚୟ ଦେଇ ଏକାଧିକ ଲୋକଙ୍କୁ ଚୁନା ଲଗାଇଛନ୍ତି ।

ଭୁବନେଶ୍ୱର: ପୋଲିସ କବଜାରେ ହାଇ ପ୍ରୋଫାଇଲ ଦମ୍ପତି । ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ପି.କେ ମିଶ୍ରଙ୍କ ଝିଅ ପରିଚୟ ଦେଇ ଏକାଧିକ ଲୋକଙ୍କୁ ଚୁନା ଲଗାଇଛନ୍ତି । ଉଚ୍ଚପଦସ୍ଥ ଅଧିକାରିଙ୍କ ପାଖରେ ଛିଡା ହୋଇ ଫଟୋ ଉଠାଉଥିଲେ ଦମ୍ପତ୍ତି। ସେହି ଫଟୋ ଦେଖାଇ ଏକାଧିକ ବଡ଼ବଡ଼ିଆଙ୍କୁ ଜାଲରେ ପକାଉଥିଲେ । ଉଚ୍ଚ ପଦସ୍ତ ଅଧିକାରୀଙ୍କ ଫୋଟକୁ ମର୍ଫ କରି ଲୋକଙ୍କୁ ଚୁନା ଲାଗାଉଥିଲେ। ଇନଫୋସିଟି ଥାନାରେ ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ଗିରଫ କରି ଜେଲ ପଠାଇଛି। ଗିରଫ ଅଭିଯୁକ୍ତଙ୍କ ନାଁ ହଂସିତା ଏବଂ ଅନିଲ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
highprofile-couple-arrested | Argus News