Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Hingula Yatra / ତାଳଚେର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରାରେ ବଡ଼ ଅଘଟଣ: ଡ୍ରାଗନ ଦୋଳି ଛିଡ଼ି ୪ ଆହତ

Rashmita Mishra
Browse all articles by Rashmita Mishra
·3 months ago
ତାଳଚେର ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରାରେ ବଡ଼ ଅଘଟଣ: ଡ୍ରାଗନ ଦୋଳି ଛିଡ଼ି ୪ ଆହତ
Hingula Yatra

Key Points

ଡ୍ରାଗନ୍ ଦୋଳି ଛିଡ଼ି ୪ ଗୁରୁତର
ତାଳଚେର ହିଙ୍ଗୁଳା ଯାତ୍ରାରେ ଡ୍ରାଗନ୍ ଦୋଳି ଛିଡ଼ି ୪ ଗୁରୁତର
ଦୋଳି ଖେଳୁଥିବା ବେଳେ ମଝିରୁ ଛିଡ଼ିପଡ଼ିବାରୁ ତଳେ ପଡ଼ି ଗୁରୁତର

ହିଙ୍ଗୁଳା ଯାତ୍ରାରେ ବଡ଼ ଅଘଟଣ । ତାଳଚେର ହିଙ୍ଗୁଳା ଯାତ୍ରାରେ ଡ୍ରାଗନ୍ ଦୋଳି ଛିଡ଼ି ୪ ଜଣ ଗୁରୁତର । ଦୋଳି ଖେଳୁଥିବା ବେଳେ ମଝିରୁ ଛିଡ଼ିପଡ଼ିବାରୁ ତଳେ ପଡ଼ି ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ସମସ୍ତେ ମହିଳା ଯାତ୍ରୀ ଥିବା ସୂଚନା । ହିଙ୍ଗୁଳା ଯାତ୍ରାର ଷଷ୍ଠ ସନ୍ଧ୍ୟାରେ ହଜାର ହାଜର ଭକ୍ତଙ୍କ ଭିଡ଼ ହୋଇଥିଲା । ଯାତ୍ରାରେ ପଡ଼ିଥିବା ଡ୍ରାଗନ ଦୋଳିରେ ବସି ଖେଳୁଥିବା ବେଳେ ହଠାତ ଦୋଳିଟି ଅଧାରୁ ଛିଡି ପଡିଥିଲା । ଫଳରେ ଚାରି ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ପବିତ୍ର ମୋହନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hingula Yatra | Hingula Yatra Mishap: Dragon Swing Breaks, 4 Injured | Argus News