Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରବିବାର ସକାଳ ୯ଟାରେ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ

Smruti Parija
Browse all articles by Smruti Parija
·1 year ago
ରବିବାର ସକାଳ ୯ଟାରେ ବର୍ଷର ପ୍ରଥମ ବନ୍ୟାଜଳ ହେବ ନିଷ୍କାସନ

ସମ୍ବଲପୁର: ୨୮ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ୍‌ । ୨୮ ତାରିଖ ରବିବାର ସକାଳ ୯ଟାରେ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଆଜି ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫.୪୫ ଫୁଟ୍ ରହିଛି । ଏବେ ସେକେଣ୍ଡ ପିଛା ୨ ଲକ୍ଷ ୧୫ ହଜାର ଘନ ଫୁଟ୍‌ ଜଳ ପ୍ରବେଶ କରୁଛି ।  

ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର । ଆଜି ୨ ଫୁଟ ବଢିଛି ଜଳସ୍ତର । ସେକେଣ୍ତ ପ୍ରତି ୧ ଲକ୍ଷ ୭୨ ହଜାର ୧୭୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଛତିଶଗଡରେ ଲଗାଣ ବର୍ଷା ଯୋଗୁଁ ଗତକାଲିଠୁ ଜଳ ପ୍ରବେଶ ବଢିଛି ।

ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର : ୬୦୪ ଫୁଟ ଜଳସ୍ତର ରହିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Hirakud-dam-to-be-open-on-july-28th | Argus News