Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକଳ୍ପର ଶୁଭ ଦେବେ ଗୃହମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago
ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକଳ୍ପର ଶୁଭ ଦେବେ ଗୃହମନ୍ତ୍ରୀ

ଆସନ୍ତା 10 ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବଲପୁର ଗସ୍ତରେ ଆସିବେ । ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକଳ୍ପର ଶୁଭ ଦେବେ । ଅପରାହ୍ନ ଅଢେଇଟାରୁ 3ଟା ମଧ୍ୟରେ ପହଞ୍ଚିବେ ଗୃହମନ୍ତ୍ରୀ । ପ୍ରଥମେ ମା' ସମଲେଇଙ୍କ ଦର୍ଶନ କରି ଆଶୀର୍ବାଦ ନେବେ । ତାପରେ ସେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ତାଙ୍କର ଏହି ଗସ୍ତ ପଶ୍ଚିମ ଓଡ଼ିଶାର ବିକାଶରେ ସହଯୋଗ କରିବା ବୋଲି କହିଛନ୍ତି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
home-minister-amit-shah-to-visit-sambalpur-on-may-10 | Argus News