Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଇଲେକ୍ଟ୍ରିକ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ସମ୍ପୂର୍ଣ୍ଣ ଦୋକାନ ପୋଡି ପାଉଁଶ

Banajyotshna Ray
Browse all articles by Banajyotshna Ray
·1 year ago
ଇଲେକ୍ଟ୍ରିକ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ସମ୍ପୂର୍ଣ୍ଣ ଦୋକାନ ପୋଡି ପାଉଁଶ

Key Points

ଇଲେକ୍ଟ୍ରିକ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ସମ୍ପୂର୍ଣ୍ଣ ଦୋକାନ ଭସ୍ମୀଭୂତ

ବାରିପଦା ସହରରେ ଥିବା ଇଲେକ୍ଟ୍ରିକ୍ ଦୋକାନରେ ଭୟାବହ ଅଗ୍ନିକାଣ୍ଡ । କେ.କେ.ଇଲେକ୍ଟ୍ରିକାଲ ଦୋକାନରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ଦୋକାନ ଭସ୍ମୀଭୂତ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ଇଲେକ୍ଟ୍ରିକ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ । ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ୩ ଦମକଳ ସହ ୨୦ରୁ ଅଧିକ ଅଗ୍ନିଶମ ବିଭାଗ କର୍ମଚାରୀ । ଇଲେକ୍ଟ୍ରି ଦୋକାନରେ ନିଆଁ କେମିତି ଲାଗିଲା ଜଣାପଡିନଥିବାବେଳେ ତଦନ୍ତ କରୁଛି ପୋଲିସ। କିନ୍ତୁ ଅଗ୍ନିକାଣ୍ଡରେ ଦୋକାନରେ ଥିବା ସମସ୍ତ ଜିନିଷପତ୍ର ପୋଡି ଭସ୍ମୀଭୂତ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
horrific-fire-breaks-out-in-electrical-shop-entire-shop-gutted | Argus News