Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ସକାଳ ୮ଟା ୩୦ସୁଦ୍ଧା କେଉଁଠି କେତେ ଡିଗ୍ରୀ ତାପମାତ୍ରା

Ritu Das
Browse all articles by Ritu Das
·2 years ago
ଆଜି ସକାଳ ୮ଟା ୩୦ସୁଦ୍ଧା କେଉଁଠି କେତେ ଡିଗ୍ରୀ ତାପମାତ୍ରା

ଅର୍ଗସ ବ୍ୟୁରୋ: ପ୍ରବଳ ଖରା, ଗରମରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ୬ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର। ଏହେଉଛି ସକାଳ ୮ଟା ୩୦ ସୁଦ୍ଧା ସ୍ଥାନର ତାପମାତ୍ରା
କେନ୍ଦୁଝର ତାପମାତ୍ରା 32.6°C 
ଚାନ୍ଦବାଲି:31.6° ସେଲସିୟସ। 
ଭୁବନେଶ୍ୱର :31.2°C
ବାଲେଶ୍ୱର:30.8°C
ଝାରସୁଗୁଡା:30.6°C
ସମ୍ବଲପୁର:30.6°C
ପୁରୀ: 30.4°C
ରାଉରକେଲା: 30°C
ପାରାଦୀପ: 30°C
ହୀରାକୁଦ: 29.2°C
ଗୋପାଳପୁର: 29°C
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How many degrees | Argus News