Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଗତ 5 ବର୍ଷରେ କେତେ ବାଘ ମଲେ ? କାରଣ କ 'ଣ ?

Odisha

ଗତ 5 ବର୍ଷରେ କେତେ ବାଘ ମଲେ ? କାରଣ କ 'ଣ ?

Smruti Parija
Browse all articles by Smruti Parija
·1 year ago·1 min read
ଗତ 5 ବର୍ଷରେ କେତେ ବାଘ ମଲେ ? କାରଣ କ 'ଣ ?

ଭୁବନେଶ୍ୱର: ଗତ 5 ବର୍ଷରେ 34 ଗୋଟି କଲରାପତରିଆ ବାଘ ମରିଛନ୍ତି ।  ସେଥିରୁ 17 ଟି  ଶିକାର ଦ୍ୱାରା ମରିଛନ୍ତି, ବିଦ୍ୟୁତ୍ ଆଘାତ ଦ୍ଵାରା  3, ରେଳ ଦୁର୍ଘଟଣାରେ 1, ରାସ୍ତା ଦୁର୍ଘଟଣାରେ 3 ବାଘ ମରିଛନ୍ତି, ରୋଗ ଦ୍ୱାରା 3, ପ୍ରାକୃତିକ ଭାବେ 4 ଗୋଟି ହୋଇଛି  ଏବଂ 3 ଟି ମହାବଳ ବାଘ ମୃତ୍ୟୁବରଣ କରିଛନ୍ତି ସେଥିମଧ୍ୟରୁ ଶିକାର ଦ୍ୱାରା 1, ନିଜ ଭିତରେ କଳହ ପାଇଁ 1, ଏବଂ 1 ଗୋଟି ମହାବଳ ବାଘର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । 

All odisha tiger estimation report ତଥ୍ୟ ଅନୁସାରେ ବର୍ତ୍ତମାନ ଓଡିଶାରେ ମହାବଳ ବାଘ 30 ଗୋଟି ଏବଂ All odisha leopard estimation report, 2024 ତଥ୍ୟ ଅନୁସାରେ 696 ଗୋଟି କଲରାପତରିଆ ବାଘ ଅଛନ୍ତି । ବିଧାୟକ ତାରା ବାହିନିପତିଙ୍କ ପ୍ରଶ୍ନରେ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ଉତ୍ତର ରଖିଛନ୍ତି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How many tigers have died in the last 5 years? What is the reason? | Argus News